LaraMag - Sistem Berita / Majalah Laravel Multibahasa

Header
collapse
...
Home / Odisha / ବାଲି ବୋଝେଇ ହାଇଓ୍ବା ଜବତ ଘଟଣା , ଆଠ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଫାଇନ୍ ଆଦାୟ

ବାଲି ବୋଝେଇ ହାଇଓ୍ବା ଜବତ ଘଟଣା , ଆଠ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଫାଇନ୍ ଆଦାୟ

Okt 06, 2026  Suprabhat Odisha  9 kali dilihat
ବାଲି ବୋଝେଇ ହାଇଓ୍ବା ଜବତ ଘଟଣା , ଆଠ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଫାଇନ୍ ଆଦାୟ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଖଣି ବିଭାଗର ଏକ ଟିମ୍ ପାଟଣାଗଡ଼ ଥାନା ମାୟାର୍ବହା ଗାଁ ନିକଟରେ ଶନିବାର ରାତିରେ ଚଢ଼ଉକରି ଦୁଇଟି ବାଲି ବୋଝେଇ ହାଇୱା ଜବତ କରିଥିଲା। ଉକ୍ତ ହାଇଓ୍ବା ଦ୍ଵୟକୁ ପାଟଣାଗଡ଼ ପୁଲିସ ଜିମାରେ ଦେଇଥିଲା। ଜବତ ହୋଇଥିବା ଦୁଇଟିରୁ ମୋଟ ୮,୦୬,୦୬୨ ଟଙ୍କା ଫାଇନ ଆଦାୟ କରାଯାଇଛି। ଉକ୍ତ ଫାଇନ ଟଙ୍କା  ଡିପୋଜିଟ କରାଯାଇଛି। ଟଙ୍କା ଡିପାଜିଟ ପରେ ଉଭୟ ବାଲି ବୋଝେଇ ହାଇୱାକୁ ଛାଡ଼ିଦେବା ପାଇଁ ପାଟଣାଗଡ଼ ଥାନାରେ ଲିଖିତ ଭାବେ ଜଣାଯାଇଛି ବୋଲି ଜିଲ୍ଲା ଖଣି ଅଧିକାରୀ ପର୍ଶୁରାମ ଜେନା କହିଛନ୍ତି। ଉକ୍ତ ବାଲି ବୋଝେଇ ହାଇଓ୍ୱାଟି କାହାର ବୋଲି ପଚାରିବରୁ ସେ କୌଣସି ଉତ୍ତର ଦେଇନଥିଲେ।

 


Bagikan:

Tinggalkan komentar

Alamat email Anda tidak akan dipublikasikan. Kolom yang wajib diisi ditandai *

Pengalaman Anda di situs ini akan ditingkatkan dengan mengizinkan cookie Kebijakan Cookie