LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Odisha / ମୁକୁଳା ପଡିଛି ବିଦ୍ୟୁତ୍ ଟାସଫରର୍ମର , ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଦାବି

ମୁକୁଳା ପଡିଛି ବିଦ୍ୟୁତ୍ ଟାସଫରର୍ମର , ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଦାବି

Ağu 08, 2026   94 görüntüleme
ମୁକୁଳା ପଡିଛି ବିଦ୍ୟୁତ୍ ଟାସଫରର୍ମର , ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଦାବି

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ଫଟାମୁଣ୍ଡା ଗ୍ରାମପଞ୍ଚାୟତ ପାଣ୍ଡେସରା ଗାଁର ଉପରପଡାରେ ଥିବା ବିଦ୍ୟୁତ୍ ଟାସଫରର୍ମର ଦିର୍ଘ ଦିନହେଲା ମୁକୁଳା ହୋଇ ପଡ଼ିରହିଛି । ଏପରିକି ଟାସଫରର୍ମର ଚାରିପଟେ ଅନାବନା ଗଛ ଗୁଡ଼ିକ ଲାଗି ଜରାଜୀର୍ଣ୍ଣ ସହ ବିପଦପୂର୍ଣ୍ଣ ଅବସ୍ଥାରେ ପଡିରହିଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ପଡୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ଏହି ଟାସଫରର୍ମର ଚାରି ପାଶ୍ୱର୍ରେ ଲିଗିଥିବା ଅନାବନା ଗଛ ଗୁଡ଼ିକୁ ସଫାକରିବା ସହ ସୁରକ୍ଷା ପାଚେରୀ ନିର୍ମାଣ କରିବାକୁ ଦାବି କରିଛନ୍ତି । 


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası