ବଲାଙ୍ଗୀର : ପୁଣି ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ I କ୍ଷୀର ଜାରରେ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ I କଣ୍ଟାମାଳ ଅଞ୍ଚଳରୁ ଛତ୍ତିଶଗଡ଼କୁ ଚାଲାଣ ବେଳେ ଦେଓଗାଁ କୁକୁରଖାଇ ନିକଟରୁ ଜବତ I ବଲାଙ୍ଗୀର ମୋବାଇଲ ୟୁନିଟ ଓ ତୁଷୁରା ଅବକାରୀ ପକ୍ଷରୁ ମିଳିତ ଚଢ଼ାଉ I 3 ଅଭିଯୁକ୍ତ ଅଟକ I 10ଟି ଡୁପ୍ଲିକେଟ ନମ୍ବର ପ୍ଲେଟ ଜବତ I
اترك تعليقاً
لن يتم نشر عنوان بريدك الإلكتروني. الحقول المطلوبة مشار إليها بـ *