LaraMag - Laravel Haber / Dergi Çok Dilli Sistemi

Header
collapse
...
Home / Crime / ଚୋରି ଅଭିଯୋଗରେ ୨ ଗିରଫ , ୬ ବ୍ୟାଟେରୀ ଜବତ

ଚୋରି ଅଭିଯୋଗରେ ୨ ଗିରଫ , ୬ ବ୍ୟାଟେରୀ ଜବତ

Eyl 27, 2026  Suprabhat Odisha  36 görüntüleme
ଚୋରି ଅଭିଯୋଗରେ ୨ ଗିରଫ , ୬ ବ୍ୟାଟେରୀ ଜବତ

ବ୍ରହ୍ମପୁର  : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ପୁଲିସ ଚୋରି ଅଭିଯୋଗରେ ୨ ଜଣ ଯୁବକ ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କଣମଣା ପଞ୍ଚାୟତର ଏସ. ମୋହନ ରେଡ୍ଡୀ (୩୦) ଓ ମିଥୁନ ବେହେରା (୩୪) (ଓରଫ୍ ) ମାଧବ । ତାଙ୍କର ଠାରୁ ଚୋରି ହୋଇଥିବା ୬ ଗୋଟି ବ୍ୟାଟେରୀ ଜବତ କରିଛି ପୁଲିସ । ସୂଚନା ଯୋଗ୍ୟ ଯେ ଦୁଇଜଣ ଯୁବକ ଅନେକ ଦିନରୁ ଗାଡ଼ିରୁ ବ୍ୟାଟେରୀ ଚୋରି କରି ଆସୁଥିଲେ । ଅଭିଯୋଗ ପରେ ପୁଲିସ କେଶ ନଂ ୩୭୫/୨୬ ରେ ଏକ ମାମଲା ରୁଜୁ କରି   ତଦନ୍ତ ଆରମ୍ଭ କରି ଦୁଇଜଣ ଯୁବକ ଙ୍କୁ   ଥାନାକୁ ଆଣି ଅଧିକ ପଚରାଉଚରା କରିଥିଲା । ପରେ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । 

 

 


Paylaş:

Bir yorum bırakın

E-posta adresiniz yayınlanmayacaktır. Gerekli alanlar * ile işaretlenmiştir

Bu sitedeki deneyiminiz çerezlere izin verilerek iyileştirilecektir Çerez Politikası