Suprabhat Odisha - Breaking News, Politics, Crime, Daily News

Header
collapse
...
Home / ଅପରାଧ / ଚୋରି ଅଭିଯୋଗରେ ୨ ଗିରଫ , ୬ ବ୍ୟାଟେରୀ ଜବତ

ଚୋରି ଅଭିଯୋଗରେ ୨ ଗିରଫ , ୬ ବ୍ୟାଟେରୀ ଜବତ

Sep 27, 2026  Suprabhat Odisha  35 views
ଚୋରି ଅଭିଯୋଗରେ ୨ ଗିରଫ , ୬ ବ୍ୟାଟେରୀ ଜବତ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ପୁଲିସ ଚୋରି ଅଭିଯୋଗରେ ୨ ଜଣ ଯୁବକ ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କଣମଣା ପଞ୍ଚାୟତର ଏସ. ମୋହନ ରେଡ୍ଡୀ (୩୦) ଓ ମିଥୁନ ବେହେରା (୩୪) (ଓରଫ୍ ) ମାଧବ । ତାଙ୍କର ଠାରୁ ଚୋରି ହୋଇଥିବା ୬ ଗୋଟି ବ୍ୟାଟେରୀ ଜବତ କରିଛି ପୁଲିସ । ସୂଚନା ଯୋଗ୍ୟ ଯେ ଦୁଇଜଣ ଯୁବକ ଅନେକ ଦିନରୁ ଗାଡ଼ିରୁ ବ୍ୟାଟେରୀ ଚୋରି କରି ଆସୁଥିଲେ । ଅଭିଯୋଗ ପରେ ପୁଲିସ କେଶ ନଂ ୩୭୫/୨୬ ରେ ଏକ ମାମଲା ରୁଜୁ କରି   ତଦନ୍ତ ଆରମ୍ଭ କରି ଦୁଇଜଣ ଯୁବକ ଙ୍କୁ   ଥାନାକୁ ଆଣି ଅଧିକ ପଚରାଉଚରା କରିଥିଲା । ପରେ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । 

 

 


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy