NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ହିତାଧିକାରୀ ଙ୍କୁ ଭତ୍ତା ଟଙ୍କା ନମିଳିବାରୁ ବ୍ଳକ ଅଫିସ ଘେରାଉ

ହିତାଧିକାରୀ ଙ୍କୁ ଭତ୍ତା ଟଙ୍କା ନମିଳିବାରୁ ବ୍ଳକ ଅଫିସ ଘେରାଉ

Jun 24, 2026   235 views
ହିତାଧିକାରୀ ଙ୍କୁ ଭତ୍ତା ଟଙ୍କା ନମିଳିବାରୁ ବ୍ଳକ ଅଫିସ ଘେରାଉ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକରେ ହିତାଧିକାରୀ ମନଙ୍କୁ ତିନି ମାସର ଭର୍ତ୍ତା ଟଙ୍କା ନମିଳିବାରୁ ସ୍ଥାନୀୟ ବିଜେଡି ପକ୍ଷରୁ ଖପ୍ରାଖୋଲ ବ୍ଳକ ଅଫିସ ଘେରାଉ କରାଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ପାଟଣାଗଡ ପୁର୍ବତନ ବିଧାୟକ ସରୋଜ କୁମାର ମେହେର ଯୋଗଦେଇଥବା ବେଳେ ବ୍ଳକର ଶତାଧିକ ବିଜେଡି କର୍ମୀ ଓ ହିତାଧିକାରୀ ମାନେ ସାମିଲ ଥିଲେ ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy