LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Odisha / ଶ୍ରମିକ ଓ କୃଷକଙ୍କ ଦାବି ନେଇ ଏଆଇଟିୟୁସିର ପ୍ରତିବାଦ , ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଶ୍ରମିକ ଓ କୃଷକଙ୍କ ଦାବି ନେଇ ଏଆଇଟିୟୁସିର ପ୍ରତିବାଦ , ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Th08 11, 2026   69 lượt xem
ଶ୍ରମିକ ଓ କୃଷକଙ୍କ ଦାବି ନେଇ ଏଆଇଟିୟୁସିର ପ୍ରତିବାଦ , ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ  ଦାବିପତ୍ର ପ୍ରଦାନ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ଶ୍ରମିକ ଓ କୃଷକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ଏଆଇଟିୟୁସି କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଶ୍ରମିକଙ୍କ ସ୍ୱାର୍ଥରେ ଶ୍ରମ କୋଡ୍‌କୁ ପୁନର୍ବହାଳ କରିବା, ନ୍ୟୁନତମ ମଜୁରୀ ବୃଦ୍ଧି, ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଓ ନିଯୁକ୍ତି ସୁଯୋଗ ଦେବାକୁ ଦାବି ହୋଇଛି । ଏଥିସହ ମନରେଗାରେ ୨୦୦ ଦିନର କାମ ଓ ଦୈନିକ ୭୦୦ ଟଙ୍କା ମଜୁରୀ ପ୍ରଦାନ, ଚାଷୀଙ୍କ ଉତ୍ପାଦର ଉଚିତ ମୂଲ୍ୟ, ସାର୍ବଜନୀନ ପେନସନ୍ ଏବଂ ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ କରିବାକୁ ଦାବି ରହିଛି ।


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie