Suprabhat Odisha - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ଶ୍ରମିକ ଓ କୃଷକଙ୍କ ଦାବି ନେଇ ଏଆଇଟିୟୁସିର ପ୍ରତିବାଦ , ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଶ୍ରମିକ ଓ କୃଷକଙ୍କ ଦାବି ନେଇ ଏଆଇଟିୟୁସିର ପ୍ରତିବାଦ , ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Aug 11, 2026   65 views
ଶ୍ରମିକ ଓ କୃଷକଙ୍କ ଦାବି ନେଇ ଏଆଇଟିୟୁସିର ପ୍ରତିବାଦ , ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ  ଦାବିପତ୍ର ପ୍ରଦାନ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ଶ୍ରମିକ ଓ କୃଷକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲା ଏଆଇଟିୟୁସି କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଶ୍ରମିକଙ୍କ ସ୍ୱାର୍ଥରେ ଶ୍ରମ କୋଡ୍‌କୁ ପୁନର୍ବହାଳ କରିବା, ନ୍ୟୁନତମ ମଜୁରୀ ବୃଦ୍ଧି, ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ଓ ନିଯୁକ୍ତି ସୁଯୋଗ ଦେବାକୁ ଦାବି ହୋଇଛି । ଏଥିସହ ମନରେଗାରେ ୨୦୦ ଦିନର କାମ ଓ ଦୈନିକ ୭୦୦ ଟଙ୍କା ମଜୁରୀ ପ୍ରଦାନ, ଚାଷୀଙ୍କ ଉତ୍ପାଦର ଉଚିତ ମୂଲ୍ୟ, ସାର୍ବଜନୀନ ପେନସନ୍ ଏବଂ ସରକାରୀ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ କରିବାକୁ ଦାବି ରହିଛି ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy