NewsPlus Odia - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା , ଭାଇ ହାତରେ ସ୍ନେହର ଡୋରୀ

ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା , ଭାଇ ହାତରେ ସ୍ନେହର ଡୋରୀ

Aug 27, 2026  News Plus Odia  125 views
ଆଜି ହେଉଛି ରାକ୍ଷୀ ପୂର୍ଣ୍ଣିମା , ଭାଇ ହାତରେ ସ୍ନେହର ଡୋରୀ

 

IMG_20260827_094455

ବଲାଙ୍ଗୀର : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ-ଭଉଣୀର ସ୍ନେହ, ପ୍ରେମ ଓ ଭରସାର ପ୍ରତୀକ ଏହି ପର୍ବକୁ ନେଇ ସବୁଠି ଉତ୍ସାହ। ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ନିଜ ସ୍ନେହ ଓ ଭଲପାଇବା ପ୍ରକାଶ କରୁଥିବା ବେଳେ, ଭାଇ ଜୀବନସାରା ଭଉଣୀର ସୁରକ୍ଷା କରିବାକୁ ପ୍ରତିଜ୍ଞା କରିଥାଏ। ଏହି ଅବସରରେ ଉଭୟ ପରସ୍ପରକୁ ଉପହାର ଦେଇ ଖୁସି ମନାନ୍ତି। ଭାଇ ହାତରେ ବନ୍ଧା ଏକ ସାଧାରଣ ସୂତା ଭଉଣୀ ପାଇଁ ସ୍ନେହ ଓ ସୁରକ୍ଷାର ରକ୍ଷାକବଚ ପାଲଟିଯାଏ। ଏହି ପବିତ୍ର ପରମ୍ପରା ପ୍ରାଚୀନ କାଳରୁ ଚଳିଆସୁଛି।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy