Suprabhat Odisha - Breaking News, Politics, Crime, Daily News

Header
collapse
...
Home / ଓଡ଼ିଶା / ରଣ୍ଡା ଛକରେ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ରଣ୍ଡା ଛକରେ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

Sep 26, 2026  Suprabhat Odisha  3 views
ରଣ୍ଡା ଛକରେ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ବଲାଙ୍ଗିର : ବଲାଙ୍ଗିର ପୁଇଁତଲା ଥାନା ରଣ୍ଡା ଛକ ନିକଟରେ ସଡକ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏ  ବାଇକ ଓଡ଼ି-୦୨-ଏଡ଼ବ୍ଲ୍ୟୁ-୪୬୯୦ ଯୋଗେ ଜଣେ ଯୁବକ ଆସୁଥିବା ବେଳେ ରଣ୍ଡା ଛକ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଭାରସାମ୍ୟ ହରାଇ ଜଣଙ୍କୁ ଧକ୍କା ଦେଇଥିବା ବେଳେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଥିବା ବର୍ତ୍ତମାନର ବଡ଼ ସୂଚନା ରହିଛି । ଘଟଣାସ୍ଥଳରେ ପୁଇଁତଲା ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରୁଥିବା ନେଇ ସୂଚନା ରହିଛି ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy