LaraMag - Système d'actualités / Magazine Laravel Multilingue

Header
collapse
...
Accueil / Odisha / ଯୁବ ସାମ୍ବାଦିକ ଙ୍କ ମାତୃ ବିୟୋଗ

ଯୁବ ସାମ୍ବାଦିକ ଙ୍କ ମାତୃ ବିୟୋଗ

juil. 19, 2026   134 vues
ଯୁବ ସାମ୍ବାଦିକ ଙ୍କ ମାତୃ ବିୟୋଗ

ପାଟଣାଗଡ଼ ୧୯।୭ (ସଚ୍ଚିଦାନନ୍ଦ  ମହାକୁର) ବଲାଙ୍ଗୀର ଜିଲ୍ଲା ପାଟଣାଗଡର ଯୁବ ସାମ୍ବାଦିକ ଜଗନ୍ନାଥ ଧରୁଆ ଙ୍କ ମାଆ ତୁଳସା ଧରୁଆ ( ୭୧ ) ଙ୍କର ରବିବାର ସକାଳ ୭ ଟା ସମୟରେ ତାଙ୍କର ବାସଭବନରେ ପରଲୋକ ହୋଇଛି । ସେ ଦୀର୍ଘ  ୨ ବର୍ଷରୁ ଉର୍ଦ୍ଧ୍ବ ଦିନହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ  । ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ଜାଣିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ସ୍ବାମୀ ବିଭିଷଣ ଧରୁଆ ,ତିନି ପୁଅ ଜଗନ୍ନାଥ ଧରୁଆ ( ଜଗନ ), ଦେବାନନ୍ଦ ଧରୁଆ, ପ୍ରେମାନନ୍ଦ ଧରୁଆ ,ବୋହୂ, ନାତି ନାତୁଣୀ ଙ୍କ ସହିତ ତାଙ୍କ ସପରିବାର  ଉପସ୍ଥିତଥିଲେ । ତାଙ୍କର ମର ଶରୀରକୁ ଗ୍ରାମ ପରିକ୍ରମା କରାବାପରେ ସ୍ଥାନୀୟ ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରା ଯାଇଥିଲା । 


Partager :

Laisser un commentaire

Votre adresse e-mail ne sera pas publiée. Les champs obligatoires sont marqués *

Votre expérience sur ce site sera améliorée en autorisant les cookies Politique des cookies