LaraMag - Hệ thống Tin tức / Tạp chí Laravel Đa ngôn ngữ

Header
collapse
...
Trang chủ / Crime / ବଲାଙ୍ଗିରରେ ଖେଳ କରୁଥିଲେ ଚୋର : ମାଡିବସିଲା ପୋଲିସ

ବଲାଙ୍ଗିରରେ ଖେଳ କରୁଥିଲେ ଚୋର : ମାଡିବସିଲା ପୋଲିସ

Th08 05, 2026   98 lượt xem

ବଲାଙ୍ଗିର :  ବଲାଙ୍ଗିରରେ ଖେଳ କରୁଥିଲେ ଏହି ଚୋର ମାନେ । ଏବେ ପୋଲିସ ହାତରେ ଧରା ପଡ଼ି ଜେଲ୍‌କୁ ଯାଇଛନ୍ତି । ଗତକାଲି ବଲାଙ୍ଗିର ଶାନ୍ତିପଡ଼ା ନିକଟସ୍ଥ ନେହେରୁନଗର ଖର୍‌ସେଲ୍‌ପଡ଼ାରେ ଲକ୍ଷ୍ମୀଜୋର୍‌ ପୋଲିସ ସଦଳବଳେ ଆସି ଚଢାଉ କରିଥିଲା । ଆଉ ଚଢାଉ ସମୟରେ ୩ ଜଣ ଦୁର୍ବୃତ୍ତଙ୍କୁ ଗିରଫ୍‌ କରିଥିବା ବେଳେ ଅନ୍ୟ କିଛି ଫେରାର୍‌ ହୋଇଯାଇଥିବା କୁହାଯାଉଥିଲା । ପୋଲିସ ସଂପୃକ୍ତ ଦୁର୍ବୃତ୍ତମାନଙ୍କୁ ଗିରଫ କରିଥିବା ବର୍ତ୍ତମାନର ଏକ ବଡ଼ ସୂଚନା । ଏମାନେ ସମସ୍ତେ ବଲାଙ୍ଗିର ସହରର ତଥା ଆଖପାଖ ଅଂଚଳର ହୋଇଥିବା ସୂଚନା ରହିଛି । ଦୁର୍ବୃତ୍ତ ମାନେ ନେହେରୁନଗର ଖର୍‌ସେଲ୍‌ପଡ଼ାରେ ଗୋଟିଏ ତିନି ମହଲା ବିଶିଷ୍ଠ ଏକ ଘରକୁ ପ୍ରଥମେ ରେକି କରିଥିଲେ ଓ ଚୋରି କରିଥିଲେ ତା ପରେ କବ୍‌ଜା କରିକି ନିଜେ ରହୁଥିଲେ । ପୋଲିସ ଉକ୍ତ ଘଟଣାରେ ତଦନ୍ତ କରି ଦୁର୍ବୃତ୍ତମାନଙ୍କୁ ଗିରଫ କରିଥିବା ଏକ ବଡ଼ ସୂଚନା ରହିଛି ।

 


Chia sẻ:

Để lại bình luận

Địa chỉ email của bạn sẽ không được công khai. Các trường bắt buộc được đánh dấu *

Trải nghiệm của bạn trên trang web này sẽ được cải thiện bằng cách cho phép cookie Chính sách Cookie